‘ତୁ’, ‘ତୁମେ’ ନୁହେଁ, ‘ଆପଣ’ ରେଳ ବିଭାଗର ନୂଆ ନିୟମ

ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗରେ ଜାରି ହେଲା ନୂଆ ନିୟମ। ଏବେ ବରିଷ୍ଠ ଅଧିକାରୀମାନେ ଅଧସ୍ତନ କର୍ମଚାରୀମାନଙ୍କୁ ‘ତୁ’ କି ‘ତୁମେ’ ଡାକିପାରିବେ ନାହିଁ। ଏବେ ବରିଷ୍ଠ ଅଧିକରୀମାନଙ୍କୁ ଅଧସ୍ତନ କର୍ମଚାରୀଙ୍କୁ ‘ଆପଣ’ କହି ସମ୍ବୋଧିତ କରିବାକୁ ହେବ। ଅଫିସରମାନଙ୍କୁ ନିଜ କର୍ମଚାରୀଙ୍କ ସହ ଭଲ ବ୍ୟବହାର କରିବାକୁ ହେବ ବୋଲି ରେଲୱେ ବୋର୍ଡ ଚେୟାରମ୍ୟାନ୍ ଅଶ୍ୱିନ୍‌ ଲୋହାନି ସ୍ପଷ୍ଟ କରିଦେଇଛନ୍ତି। ସୂଚନା ଅନୁଯାୟୀ ଚେୟାରମ୍ୟାନ ସମସ୍ତ ଅଧିକରୀଙ୍କୁ ନିର୍ଦ୍ଦେଶ … Continue reading ‘ତୁ’, ‘ତୁମେ’ ନୁହେଁ, ‘ଆପଣ’ ରେଳ ବିଭାଗର ନୂଆ ନିୟମ